Tumgik
#ପ୍ରେମ
sahityajibana · 7 months
Text
Tumblr media
ସାହିତ୍ୟ ଜୀବନ ପାର୍ବଣ ଆସର 💚
#ସୁମିତା_ବେହେରା #ଶ୍ୱେତପଦ୍ମା_ପାଢ଼ୀ #ସକାଳ #TheSakala
#nandininews #nandini #news #ଦୁର୍ଗାମା
#ଧରିତ୍ରୀ #Dharitri #ମସୀହା #masiha #GroundNews7
#ସାହିତ୍ୟଜୀବନ #sahitya_jibana #ଆଲୋଚନା_ଚକ୍ର #କବିତା_ଆସର #sahityajibana #sahityajiban #sahitya_jiban #announcement #virtualMeeting #pabitrabehera #ପବିତ୍ରବେହେରା #ପ୍ରିୟଙ୍କା_ପ୍ରିୟଦର୍ଶିନୀ_
#NewsUpdate #newspaper #ପତ୍ରିକା #ସାହିତ୍ୟଜୀବନସାହିତ୍ୟସଂସଦ #ସାହିତ୍ୟ_ଜୀବନ_ସାହିତ୍ୟ_ସଂସଦ #SahityaAkademiAward #odia #ଓଡିଆ #ଓଡିଶା
@highlight
0 notes
ashiqabani1-blog · 10 months
Text
ମୋ ଯୌବନ ମଲାଟ ରେ ପ୍ରେମ ର ତୂଳୀ ଆଉ  ବିଶ୍ୱାସ ର ରଙ୍ଗ ନେଇ ଧର୍ଯ୍ୟ ଧରି ଏକ ସୁନ୍ଦରୀ ର ଛବି ଆଙ୍କୁଥିଲି,  ଶୀତ ସକାଳର କାକର ଛିଟା  ମୋତି ପରି  ଆଙ୍କିଥିଲି ତା ଆଖି , ଛାଡ଼ିଯାଇଥିବା ବର୍ଷା ପରେ ସଜ ଗୋଲାପର ପାଖୁଡ଼ା ପରି ତା ଉଠ ଆଁକିଥିଲି ଆଉ ନୀରବରେ ବହିଯାଉଥିବା ସନ୍ଧ୍ୟା ଆକାଶର କଳାମେଘ ପରି ତା କେଶ ଆଙ୍କିବା ପରେ ସକାଳର କଅଁଳ ଖରାର ଉସ୍ମତା ପରି ତାର ସେ ସୁନ୍ଦର ଚେହେରା ଆଙ୍କିଥିଲୀ,
.....
ହେଲେ ମୁଁ ଭାବିନଥିଲି ସେ ଚେହେରା  ମୋ ଭାବନା ଭିତରୁ ବାହାରି ଆସି ଆଖି ଆଗରେ ଛିଡା ହେବ .!
ପୁଣି କିଛି ସମୟର ମିଳନ ପରେ ସିଏ ଆଙ୍କେ ଏକ ଅଦେଖା ଛବି ଯେଉଁଠି ତୂଳୀ ହୁଏ ତା ଇଶାରା ଆଉ ରଙ୍ଗ ମୋ ଛାତିର ରକ୍ତ ଆଉ ସେ ପ୍ରେମର ସମୟସୂଅ ରେ ଆଙ୍କିଚାଲେ ସେ ଛବି ଆଉ ମୁଁ ହଜିଯାଏ ସବୁଦିନ ପାଇଁ....!
କିଏ ଯଦି ସେ ଛବି ଦେଖିବାକୁ ଚାହୁଁଛ ଥରେ ଆସି ମୋ ସହ ସାକ୍ଷାତ କର..!
କାରଣ ସେ ଆଙ୍କିଥିବା ଛବି ହେଉଛି ମୁଁ
3 notes · View notes
puriwaves · 16 days
Text
Tumblr media
ଶ୍ରୀ ରାୟ ରାମାନନ୍ଦ, *ଶ୍ରୀଜଗନ୍ନାଥ ବଲ୍ଲଭ ନାଟକର ରଚୟିତା, ସେଇ ନାଟକ କେବେ ଶ୍ରୀମନ୍ଦିରସ୍ଥ ନାଟମଣ୍ଡପରେ ମଞ୍ଚସ୍ଥ ହେଉଥିଲା । ତାଙ୍କ ଜନ୍ମ ପୁରୀ ସହର ନିକଟବର୍ତି ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ବେଣ୍ଟପୁର ଗ୍ରାମରେ ହୋଇଥିଲା । ଆଧ୍ୟତ୍ମିକ ମାର୍ଗର ପ୍ରେମଭକ୍ତି ସାଧନ ମାର୍ଗରେ ଗତି କରି ଜଣେ ଶ୍ରେଷ୍ଟ ସାଧକ ଭାବେ ପରିଚିତ ହୋଇ ଉଠିଥିଲେ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସାଙ୍ଗରେ ତାଙ୍କର ଦେଖା ହୋଇଥିଲା, ସେତିକିବେଳେ ଶ୍ରୀ ଚୈତନ୍ୟ ଦକ୍ଷିଣାତ୍ୟ ଅଭିଯାନରେ ଥିଲେ । ଏହି ସମୟରେ ସେହି ଘାଟକୁ ସ୍ନାନ କରିବା ପାଇଁ ଆସିଥିବା ରାମାନନ୍ଦ ଶ୍ରୀଚୈତନ୍ୟଙ୍କ ଜ୍ୟୋତିର୍ମୟ ଗୌରକାନ୍ତ ରୂପକୁ ଦେଖି ଆମନ୍ତ୍ରଣ କରିଥିଲେ । ରାମାନନ୍ଦଙ୍କ ନିମନ୍ତ୍ରଣକୁ ରକ୍ଷାକରି ଶ୍ରୀଚୈତନ୍ୟ ଜଣେ ବୈଦିକ ବ୍ରାହ୍ମଣଙ୍କ ( ସାର୍ବଭୌମ ଭଟ୍ଟାଚାର୍ଯ୍ୟ ) ଘରେ ୧୦ଦିନ ରହିଥିଲେ । ପ୍ରତ୍ୟେକ ଦିନ ନିଶାରାତ୍ରରେ ରାମାନନ୍ଦ ସାଧରଣ ଲୋକ ବେଶରେ ଚୈତନ୍ୟଙ୍କ ସହ ସାକ୍ଷାତ କରନ୍ତି । ସେହି ସାକ୍ଷାତ ସମୟରେ ଚୈତନ୍ୟଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଚାଲନ୍ତି ରାମାନନ୍ଦ । ସେହି କଥୋପକଥନ ରେ ଥିଲା ଏହାଏହି ସବୁ ବିଷୟ ଦାସ୍ୟଭକ୍ତି, ସଖ୍ୟଭକି, ବାସ୍ସଲ୍ୟ ଭକ୍ତି, କାନ୍ତ ଭାବ, ଭକ୍ତି ଏବଂ ପ୍ରେମ ଭକ୍ତି ସଂପର୍କରେ ତାଙ୍କୁ ଜ୍ଞାନ ପ୍ରଦାନ କରିଥୁଲେ । ଦୁଇ ମହାପୁରୁଷଙ୍କ ମଧ୍ୟରେ ଏହି ୧୦ଦିନର କଥୋପକଥନ ‘ଶ୍ରୀଚୈତନ୍ୟ ଚରିତାମୃତ’ ଗ୍ରନ୍ଥରେ ବର୍ଣ୍ଣିତ । https://nirmalya.in/Zla
0 notes
sonicchill · 1 month
Audio
(David Singletary) https://on.soundcloud.com/THrPspPxo8qakMHu9 |                      ନୂତନ ସଙ୍ଗୀତ love ପ୍ରେମ ସହିତ peace ଶାନ୍ତି ପାଇଁ ~ ଆରାମ କରନ୍ତୁ |  ସୋନିକ୍ ଚିଲର୍ ସହିତ ଆପଣଙ୍କର ସପ୍ତାହକୁ ଉପଭୋଗ କରନ୍ତୁ |  INDEPENDENT କଳାକାର, ସଂଗୀତଜ୍ଞ ଏବଂ D.J.s ଶୁଣିବା ଏବଂ ସମର୍ଥନ କରିବା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ :)
https://on.soundcloud.com/THrPspPxo8qakMHu9 |
0 notes
gitaacharaninodia · 3 months
Text
11. ଦୁଃଖ ସୁଖକୁ ଅନୁସରଣ କରେ
ଦ୍ୱନ୍ଦ୍ୱାତୀତ, ଅର୍ଥାତ୍ ଦ୍ୱିପାକ୍ଷିକତାକୁ ଅତିକ୍ରମ କରିବା, ଗୀତାରେ ଆଉ ଏକ ସଠିକ୍ ଉପାୟ । ବିଭିନ୍ନ ପ୍ରସଙ୍ଗରେ ଏହି ଅବସ୍ଥାକୁ ହାସଲ କରିବାକୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେଇଛନ୍ତି ।
          ମାନବକୁ ବିସ୍ମିତ କରୁଥିବା ସାଧାରଣ ପ୍ରଶ୍ନ ହେଉଛି ଯେ ଆମେ ସୁଖ ପାଇବା ପାଇଁ ଆନ୍ତରିକ ଉଦ୍ୟମ କଲେ ମଧ୍ୟ ଦୁଃଖ ଆମ ଜୀବନରେ କେମିତି ଆସେ । ନିଜ ଭିତରେ ଗଭୀର ଭାବରେ ଦେଖିବା ପରିବର୍ତ୍ତେ, ଆମେ ନିଜକୁ ସନ୍ତୁଷ୍ଟ କରୁ ଯେ ବୋଧହୁଏ ଆମର ପ୍ରୟାସ ଯଥେଷ୍ଟ ନୁହେଁ। ତଥାପି, ଆଶା ସହିତ ଅହଂକାର ଆମକୁ ପୁନର୍ବାର ସୁଖର ସନ୍ଧାନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରେରିତ କରେ ଏବଂ ଏହା ଜୀବନର ଶେଷ ପର୍ଯ୍ୟନ୍ତ ଚାଲିଥାଏ । ଦ୍ୱନ୍ଦ୍ୱାତୀତର ଧାରଣା ଏହି ସମସ୍ୟାର ସମାଧାନ କରେ ।
          ବ୍ୟକ୍ତ ଦୁନିଆରେ, ସବୁକିଛି ଦ୍ୱିପାକ୍ଷିକ ଅର୍ଥାତ୍ ଦ୍ୱନ୍ଦ୍ୱ ରୂପରେ ବିଦ୍ୟମାନ । ଯେମିତି ଜନ୍ମର ବିପରୀତ ଧୃବ ହେଉଛି ମୃତ୍ୟୁ; ସୁଖର ବିପରୀତ ଧୃବ ହେଉଛି ଦୁଃଖ; ବିଜୟର ପରାଜୟ; ଲାଭର କ୍ଷତି; ଯୋଗର ବିୟୋଗ; ପ୍ରଶଂସାର ସମାଲୋଚନା; ସର୍ତ୍ତମୂଳକ ପ୍ରେମର ଘୃଣା; ଏବଂ ଏହି ତାଲିକା ଲମ୍ବା ଅଟେ ।
          ନିୟମ ହେଉଛି ଯେ ଯେତେବେଳେ ଆମେ ଏଥି ମଧ୍ୟରୁ ଗୋଟିଏକୁ ଅନୁସରଣ କରୁ, ଏହାର ଧୃବୀୟ ବିପରୀତ ସ୍ୱୟଂଚାଳିତ ଭାବରେ ଅନୁସରଣ କରେ । ଯଦି ଆମେ ବାଡିଟିକୁ ଗୋଟିଏ ପଟରୁ ଉଠାଇଥାଉ, ଅନ୍ୟ ମୁଣ୍ଡଟି ଉଠିବାକୁ ବାଧ୍ୟ । ଅନ୍ୟ ଏକ ରୂପକ ହେଉଛି ଝୁଲୁଥିବା ପେଣ୍ଡୁଲମ୍ । ଯେତେବେଳେ ଏହା ଗୋଟିଏ ପାର୍ଶ୍ୱକୁ ଯାଏ, ଏହା ନିଜର ଧୃବୀୟ ବିପରୀତ ଦିଗକୁ ଆସିବାକୁ ବାଧ୍ୟ ।
          ଧୃବୀୟତା ନୀତି ଅନୁଯାୟୀ, କରୋନା ମହାମାରୀର ଯନ୍ତ୍ରଣା ସମୟ ସହିତ ଆନନ୍ଦରେ ପରିଣତ ହେବ ଏବଂ ଇତିହାସ ଦର୍ଶାଏ ଯେ ସମାନ କଠିନ ପରିସ୍ଥିତି ଆମକୁ ଉନ୍ନତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆନନ୍ଦ ଆଣି ଦେଇଛି । ଅତ୍ୟଧିକ ଧୃବୀୟତା ଯେପରିକି କରୋନା ମହାମାରୀ, ଅନ୍ତରାତ୍ମା ଆଡ଼କୁ ଯାତ୍ରାକୁ ତ୍ୱରାନ୍ୱିତ କରିବାର କ୍ଷମତା ରଖିଥାଏ ।
          ଶ୍ରୀକୃଷ୍ଣ ଆମକୁ ଏହି ଧୃବଗୁଡିକ ଅତିକ୍ରମ କରିବାକୁ କୁହନ୍ତି । ବର୍ତ୍ତମାନରେ ବଞ୍ଚିବା ହେଉଛି ଅତୀତ ଏବଂ ଭବିଷ୍ୟତକୁ ଅତିକ୍ରମ କରିବା । ସେହିଭଳି ବିନା ସର୍ତ୍ତମୂଳକ ପ୍ରେମ ହେଉଛି ସର୍ତ୍ତମୂଳକ ପ୍ରେମ ଏବଂ ଘୃଣାକୁ ଅତିକ୍ରମ କରିବା ।
          ଯେତେବେଳେ ଆମେ ଏହି ଧ୍ରୁବଗୁଡ଼ିକ ମଧ୍ୟରେ ଝୁଲୁଛୁ, ଆମକୁ ଏହି ଦ୍ୱନ୍ଦ୍ୱଗୁଡ଼ିକ ବିଷୟରେ ସଚେତନ ହେବା ଆବଶ୍ୟକ। ଯେପର୍ଯ୍ୟନ୍ତ ଆମେ ଜୀବିତ, ଧୃବର ସଂସ୍ପର୍ଶରେ ଆସିବା ସ୍ୱାଭାବିକ ଏବଂ ଏହି ସଚେତନତା ସେଗୁଡ଼ିକୁ ଅତିକ୍ରମ କରିବାରେ ଆମକୁ ସାହାଯ୍ୟ କରିବ ।
0 notes
odiaexclusive8d123 · 3 months
Text
0 notes
odiagharstories · 4 months
Text
0 notes
saliman1990 · 5 months
Text
1 note · View note
sorajsing · 9 months
Text
#समाज_सुधारक_संत_रामपालजी
Tumblr media
ଜାତି ନା ପୁଛୋ ସଂତ କୀ, ପୁଛ ଲୀଜିୟୋ ଜ୍ଞାନ।
ମୋଲ କରୋ ତଲବାର କା, ପଡ଼ା ରହନ ଦୋ ମ୍ୟାନ।।
ସନ୍ଥ ରାମପାଲଜୀ ମହାରାଜଙ୍କ ଜ୍ଞାନ ସର୍ବ ଶାସ୍ତ୍ର ପ୍ରମାଣିତ ���ଥା କବୀର ସାହେବଙ୍କ ଶିକ୍ଷା ଉପରେ ଆଧାରିତ ଅଟେ। ତାଙ୍କ ଅନୁଯାୟୀମାନଙ୍କ ମନରେ କୌଣସି ପ୍ରକାରର ଜାତିବାଦ ଓ ଛୁଆଁ ଅଛୁଆଁ ଭେଦଭାବ ନଥାଏ। ସେମାନେ ମାର୍ଜିତ ଭାଷା ପ୍ରୟୋଗ କରନ୍ତି ତଥା ପ୍ରେମ ଭାବରେ ରୁହନ୍ତି।
#SaintRampalJi
1 note · View note
vewavethathiri · 11 months
Text
Tumblr media
The identity for a human being is the love in him.
ଜଣେ ମଣିଷ ପାଇଁ ପରିଚୟ ହେଉଛି ତାଙ୍କ ଭିତରେ ଥିବା ପ୍ରେମ।
For more information contact Ph: +91 79044-02887 www.kundaliniyoga.edu.in #vewavethathiri #vewa #wavesofvethathiri #wcscaliyar #Vethathirimaharishikundaliniyoga #VMKY #wavesofvethathiri #vethapearls #kundaliniawakening #yogaformordernage #KayakalapamExercise #SimiplifedExercise #Meditation #yoga #transformurlife #transforamation #Selfdevelopment #aliyar #wscs #worldcommunityservicecentre #Simplifiedkundaliniyoga(sky) #Scienceandsprituality #selfrealization #selfactualization #Introspection #mindbodysoul
0 notes
sahityajibana · 2 years
Text
Tumblr media
*ନିମନ୍ତ୍ରଣ ପତ୍ର* :-
           *ରାଜ୍ୟସ୍ତରୀୟ ଶାରଦୀୟ ସାହିତ୍ୟ ଉତ୍ସବ*   ସାହିତ୍ୟ ଜୀବନ ସାହିତ୍ୟ ସଂସଦ,ସମ୍ବଲପୁର,ଓଡିଶା
ମହାଶୟ / ମହାଶୟା, ସାରସ୍ୱତ ପ୍ରାଣାମ ତା: - *୦୪/୧୦/୨୦୨୨ ରିଖ ମଙ୍ଗଳ ବାର* ସକାଳ  ୦୯ : ୦୦ ଘଟିକା ସମୟରେ ସାହିତ୍ୟ ଜୀବନ ସାହିତ୍ୟ ସଂସଦ, ସମ୍ବଲପୁର ଓଡିଶା ତରଫରୁ ରେଢ଼ାଖୋଲ *ରାଣୀ ଅର୍ଣ୍ଣପୂର୍ଣ୍ଣା ବାଳିକା ବିଦ୍ୟାଳୟ* ଠାରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଏବଂ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବ ।।           ଏଣୁ ହେ ସାରସ୍ୱତ ସାଧକ / ସାଧିକା ବୃନ୍ଦ ଆପଣମାନଙ୍କୁ ଅନୁରୋଧ ଉକ୍ତ ସାହିତ୍ୟ ସଭାରେ ଯୋଗ ଦେଇ ନିଜର ସ୍ଵରଚିତ କବିତା ପଠନ କରି ଏହି ଆଲୋଚନା ଚକ୍ର  ଓ କବିତା ଆସରକୁ ସାଫଲ୍ୟ ମଣ୍ଡିତ କରିବାହେବେ  l
*ପ୍ରଥମ ଅଧିବେଶନ:* *ଆଲୋଚନା ଚକ୍ର ଓ କବିତା ଆସର*
*ମୁଖ୍ୟ ବକ୍ତା* :- ଡଃ ସଂଗ୍ରାମ କେଶରୀ ସାମନ୍ତରାୟ, ବରିଷ୍ଠ ଅଧିକାରୀ, ଓଡ଼ିଶା ଅର୍ଥସେବା, ଭୁବନେଶ୍ୱର *ସମ୍ମାନୀତ ବକ୍ତା* : ଡଃ ଲକ୍ଷ୍ମୀ ପ୍ରିୟା ବେହେରା, ପ୍ରାଧ୍ୟାପିକା, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର
*ମୁଖ୍ୟ ଅତିଥି* : ଶ୍ରୀଯୁକ୍ତ ଶ୍ରୀକାନ୍ତ ବଲ୍ଲଭ ସାମନ୍ତ, ଅଧ୍ୟାପକ,ଅର୍ଡା ମହାବିଦ୍ୟାଳୟ, ଝାରସୁଗୁଡ଼ା *ସମ୍ମlନିତ ଅତିଥି*  : ଶ୍ରୀଯୁକ୍ତ ମହାବୀର ସିଂ ଦେଓ, ଓଡ଼ିଶା ଏକାଡେମୀ ସଦସ୍ୟ, ରେଢ଼ାଖୋଲ *ସମ୍ମlନିତ ଅତିଥି*  : ରବି ପ୍ରଧାନ, ବ୍ଲକ ଚେୟାର ମେନ୍, ରେଢ଼ାଖୋଲ
*ଦ୍ୱିତୀୟ ଅଧିବେଶନ* : *ସମ୍ବର୍ଦ୍ଧନା ପର୍ବ*
*ମଞ୍ଚ ପରିଚାଳନା* : ଶ୍ରୀମତୀ ଶୋଭାଗିନୀ ନନ୍ଦ
ଧନ୍ୟବାଦ ଅର୍ପଣ ଓ ଶାନ୍ତି ପାଠ *ଧନ୍ୟବାଦ ସହ*
ଆବାହକ *ପବିତ୍ର ବେହେରା*
*ସାହିତ୍ୟ ଜୀବନ ସାହିତ୍ୟ ସଂସଦ*, *ସମ୍ବଲପୁର, ଓଡ଼ିଶା*
0 notes
anwesannewsblog · 1 year
Text
ରାଶିଫଳ
🌹ମେଷ: କାରବାରରେ ଉତ୍‌ଥାନ ପତନ ଲାଗି ରହିବ। ବୁଝି ବିଚାରି ସମସ୍ୟାର ସମାଧାନ କରନ୍ତୁ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ପ୍ରେମ ପାଇବେ। 🌹ବୃଷ: ଆପଣଙ୍କ ମସ୍ତିଷ୍କକୁ ନକାରାତ୍ମକ ଚିନ୍ତା ଆସିବାକୁ ଦିଅନ୍ତୁ ନାହିଁ। ଧନଲାଭର ସମ୍ଭାବନା ଅଛି। ଖର୍ଚ୍ଚ ବଢ଼ିବ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଭଲ ଖବର ମିଳିବ। 🌹ମିଥୁନ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଶତ୍ରୁ ଦବି ରହିବେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ।…
Tumblr media
View On WordPress
0 notes
deepaakdas · 1 year
Text
ଦୁଇ ମନ ବନ୍ଧା କିନ୍ତୁ ଗୋଟିଏ ଡୋରିରେ,
ତୁମ ହୃଦୟର ଝରକା ଖୋଲିଲେ
ମୋ ହୃଦୟ ଜୋଛନାରେ ଝଲମଲ କରେ,
ତୁମ ମନ ଅଗଣାରେ ପବନ ବୋହିଲେ
ମୋ ମନକୁ ମଳୟ ମହକ ଛୁଏଁ ।
ଦେହରେ ସିନା ଦହନ ଥାଏ,
କିନ୍ତୁ କାମନାର ରଙ୍ଗ ବୋଳି ମନେ
ଜୀବନରେ ପ୍ରେମ କିବା ହୁଏ ?
ହୃଦୟରେ ତୁମ ଘର ସଜାଡି ରଖିଛି,
ତୁମେ କେବେ ଫେର କି ନଫେର
ତଥାପି ପ୍ରିୟା ଗୋ, ମିଳନର ପାଇଁ,
ମନେ ଆଶା ସଂଯୋଗୀ ରଖିଛି ।
0 notes
Photo
Tumblr media
କବିତା-"ଅବୁଝା ପ୍ରେମ" https://www.instagram.com/p/CpNgGxSvxVT/?igshid=NGJjMDIxMWI=
0 notes
superstarmylove143 · 1 year
Text
tora mora jodi sundar
Tumblr media
ମନଟିକୁ ମୋର ଦେଇ ରହିଛି ତୋବାଟ ଚାହିଁ ଆସିବୁ ତୁ ବୋଲି ଏଆଖିରେ ନିଦ ନାହିଁ । ରହିଚି ଚାହିଁ ମୁଁ ସ୍ବପ୍ନ ଭାଙ୍ଗି ତୁ ଆସିବାର ତୋର ମୋର ଯୋଡି ସୁନ୍ଦର । ଦେହ ସିନା ଅଛି ମୋ ପାଖରେ ହେଲେ ମନ ମୋ ପାଖରେ ନାହିଁ ପାଖରେ ତୁ ସିନା ନାହୁଁ ହେଲେ ମନ ମୋର ଯାଇଚୁ ନେଇ ଜିଇଁଲେ ମରିଲେ ମତେ କିଛିବି ଫରକ ପଡିବନି ସବୁ ଜନମରେ ସାଥି ହେବି ମୁଁ ତୋର ହେବି ତୋର ଶଙ୍ଖା ସିନ୍ଦୂର ତୋର ମୋର ଯୋଡି ସୁନ୍ଦର ତୋମନ କଥା ମୋମନ ଜାଣେ ମୋ ମନ କଥା ଜାଣେ ତୋ ମନ ଟିକିଏ କାହାର କିଛି ହେଇଗଲେ ସହିପାରେନା ହୃଦୟ ହେଇଯାଏ ଚିହ୍ନ ମନ ଥିଲା ଗୋଟେ ଉଡାପକ୍ଷୀ ବସା ବାନ୍ଧି ତାକୁ ଦେଲୁ ରଖି ସାଥି ହେଇଗଲେ ଆମେ ଦୁହେଁ ଜନ୍ମ ଜନ୍ମର ତୋର ମୋର ଯୋଡି ସୁନ୍ଦର ଚାହିଁଲେବି କେହି ପାରିବେନି କରି ଅଲଗା ଅଲଗା ହେଲେବି ପାରିବେନି ରହି ଅଲଗା ପ୍ରେମ ପାଇଁ ଯୋଡିଯାଏ ଭାଙ୍ଗିଯାଇଥିବା ପୁରୁଣା ସମ୍ପର୍କ ଡୋର ତୋର ମୋର ଯୋଡି ସୁନ୍ଦର
0 notes
odiaexclusive8d123 · 3 months
Text
subscribe now
0 notes