Tumgik
biroyalgroup-blog · 5 years
Link
#humanesagar #ananya ନୀରବତା କହୁଚି ଆଜି ପାଇଥିଲି ତୁମକୁ ଖୋଜି ସପନର ରାଇଜରୁ ..... କେମିତି ଭୁଲିବି ତୋ ଚେହେରା ଲାଗେ ଯିଏ ଏତେ ମତେ ନିଆରା ଦୁନିଆରୁ ଥିଲି ଦିନେ ବେଗାନା ଛୁଆଁ ତୋର କରିଥିଲା ଦିୱାନା କାହା ପାଇଁ କହ ଆଜି ତୋ ପାଇଁ ମୁଁ ଅଜଣା ହେଲି କହିପାରିଲିନି ବୋଧେ ଏତେ ଭଲ ପାଉଛି ବୋଲି ତୋ ବିନା ହଁ ତତେ ଖାଲି ଝୁରି ହବ ମୋ ମନ ସ୍ମୃତିରେ ତୋର ଆଜି ମୁଁ ନାହିଁ କେବେ ନା କେବେ ଆସିବି ବୋଲି ତୋରି କଥାରେ ତୋ ଠାରୁ ମୁଁ ଆଜି ଦୂରେଇ ଗଲି ହେଲେ କେମିତି ଭୁଲିବି ତୋ ଚେହେରା ଲାଗୁଥିଲା ଏତେ ଯିଏ ନିଆରା ଦୁନିଆରୁ ହେଲି ଆଜି ଆୱାରା ଝୁମେ ବାଟସାରା ହେଇ ସରଫିରା । ଭାବି ନ ଥିଲି ଜୀବନେ ମୋ ସହ ଦିନେ ଏମିତି ହବ ନିୟତି ମୋ ପାଇଁ ଆଜି କାଇଁ ଏତେ ବଦଳି ଯିବ ମନ କାଇଁ ଆଜି କାନ୍ଦେ ଆଶାର ଡୋରି ବାନ୍ଧେ ପାଇବା ପାଇଁ ତୋତେ ଆଜି ଜାଣିଛି ଏ ଜନମରେ ରହିବାକୁ ତୋ ଠୁ ଦୁରେ ନ ଚାହିଁବି ହେବି ରାଜି କଥାଦେଲି ଆର ଜନମରେ ହେବି ତୋରି ପ୍ରିୟା ପରିଚୟ ତୋର ଭୁଲିବିନାହିଁ ଦେଇଥିଲୁ  ମୋତେ ଯାହାତୁ ଅଭିମାନ କରିବୁନାହିଁ ତତେ ରାଣ ଦଉଚି ମୁଁ ହେଲେ କେମିତି ଭୁଲିବି ତୋ ଚେହେରା ଲାଗେ ଯିଏ ଏତେ ମତେ ନିଆରା ଦୁନିଆରୁ ଥିଲି ଦିନେ ବେଗାନା ଛୁଆଁ ତୋର କରିଦେଲା ଦିୱାନା ✽ Song : Abhula Chehera ✽ Singer : Humane Sagar & Ananya Sritam Nanda ✽ Lyrics & Music : Soumya Rokzzz ✽ Production House : E Media Odia ✽ Producer : Birupakshya Kar Like Us On Facebook https://www.facebook.com/emediaodia https://www.facebook.com/emedianow https://www.facebook.com/biroyalpage
1 note · View note